ଡାଇରିଆ ଏକ ଘାତକ ସଂକ୍ରାମକ ରୋଗ – ଏହାଠାରୁ କିପରି ବଞ୍ଚିବେ?

 ଡାଇରିଆ ଏକ ସଂକ୍ରାମକ ରୋଗ ଅଟେ। ଏହାର ନିରାକରଣ ଏବଂ ପ୍ରତିକାର ପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକତା ଅଛି।

ସମସ୍ତେ ଯତ୍ନବାନ ହେବା ସହ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୂଚନା ଏବଂ ପ୍ରତିରୋଧ ବ୍ୟବସ୍ଥାକୁ ଅବଲମ୍ବନ କରନ୍ତୁ। ରୋଗର ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


☎️ +91 8630400500 | 9040017001
🌐 https://www.prolifediagnostics.in/
🏥 Location: Plot №361/3074, AIIMS Nagar, Patrapada, Bhubaneswar, Odisha


ଡାଇରିଆ ଏକ ଘାତକ ସଂକ୍ରାମକ ରୋଗ - ଏହାଠାରୁ କିପରି ବଞ୍ଚିବେ


Comments

Popular posts from this blog

Essential Tests During Pregnancy Recommended by Doctors

Why Prolife Diagnostics is a Trusted Diagnostic Centre in Bhubaneswar

How Prolife Diagnostics Ensures Accurate Imaging Diagnosis in Bhubaneswar